ବିରିଡି: Jagatsinghpur ଏକ୍ସକ୍ୟାଡର ଶିକ୍ଷକଙ୍କ 21 ତାରିଖରୁ ଧର୍ମଘଟ, ୩ ମୁଖ୍ୟ ଦାବୀ ସମେତ
ଜଗତସିଂହପୁର ଏକ୍ସକ୍ୟାଡର ଶିକ୍ଷକମାନେ ୨୧ ତାରିଖରୁ ଭୁବନେଶ୍ଵର ଗାନ୍ଧୀ ମାର୍ଗରେ ଅନିର୍ଦ୍ଦିଷ୍ଟ ଧର୍ମଘଟ ପାଇଁ ବସିବେ। ସେମାନେ ଗଣଶିକ୍ଷକଙ୍କୁ ନିୟମିତ କରିବା, ଇନକ୍ରୀମେଣ୍ଟ ଦେବା ଓ ମାନ୍ୟବର ଉଚ୍ଚନ୍ୟାୟାଳୟ ନିର୍ଦ୍ଦେଶ ମାନ୍ୟ କରିବାକୁ ଦାବି କରୁଛନ୍ତି। ୩୦୦ରୁ ଅଧିକ ଶିକ୍ଷକ ଏହି ଆନ୍ଦୋଳନରେ ଯୋଗ ଦେବେ।