ସୁନ୍ଦରଗଡ ସହର: ଜେଲ ରୋଡ ଟାଟା ପାୱାର ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ଼ ଡିଭିଜନ ଅଫିସ ସମ୍ମୁଖରେ ଦୁବୃତ୍ତଙ୍କ ବାଣ ମାଡ଼ରେ ସଭାରି ଜଳିଗଲା
ଆଜି ଅକ୍ଟୋବର 21 ତାରିଖ ମଙ୍ଗଳବାର ରାତି 10 ଟା ପାଖାପାଖି ସମୟରେ ଘଟିଛି ଏହି ଘଟଣା। ଏକ ଗାଡ଼ି ସଭାରୀ ଗାଡ଼ି ଜଳି ଯାଉଥିବା କଥା କେତେକ ପଥଚାରୀଙ୍କ ନଜରକୁ ଆସିଥିଲା। ପରେ କୌଣସି ସୂତ୍ରରୁ ଖବର ପାଇ ସୁନ୍ଦରଗଡ଼ ସଦର ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଗାଡ଼ିକୁ ସମ୍ପୂର୍ଣ୍ଣ ପାଉଁଶ ହେବାରୁ ବଞ୍ଚାଇଛନ୍ତି । ତେବେ ଗାଡିର ଉପର ଅଂଶ ସମ୍ପୂର୍ଣ୍ଣ ଜଳି ଯାଇଛି। କେହି ବା କେତେଜଣ ଦୁର୍ବୃତ୍ତ ଏହି କାଣ୍ଡ ଘଟାଇ ଫେରାର ହୋଇ ଯାଇଥିବା ଜଣା ପଡିଛି। ତେବେ ସଭରୀ ଗାଡ଼ିଟି ସମ୍ଭବତଃ ମରାମତି ପାଇଁ ଠିଆ ହୋଇଥିଲା ବୋଲି ଜଣା ପଡ଼ିଛି। ତେବେ ଗାଡିର ମାଲିକ କିଏ ଏବଂ କେତେ ଦିନ ବା ସମୟ ଧର