ଜାନୁଆରୀ ୨୨ତାରିଖ ରାତ୍ର ୯ ଟା ପାଖାପାଖି ରାଉରକେଲା ଆରକ୍ଷୀ ଅଧିକ୍ଷଙ୍କ ସୂଚନା ଅନୁଯାୟୀ ସୁରକ୍ଷା ବଳ ଓ ନକ୍ସଲଙ୍କ ମଧ୍ୟରେ ଭୀଷଣ ଗୁଳିବିନିମୟ ହୋଇଥିଲା, ଏହା ଝାଡ଼ଖଣ୍ଡ ରାଜ୍ୟର ଚାଇଁବସା ଜିଲ୍ଲାର ସରଣ୍ଡା ଅଞ୍ଚଳ ଅନ୍ତର୍ଗତ ଛୋଟନାଗରା ଅଞ୍ଚଳର କୁମ୍ଭଡ଼ିହି ଗ୍ରାମ ନିକଟ କିରୁବୁରୁ ଅଞ୍ଚଳରେ ହୋଇଥିବା ସୂଚନା ଅନ୍ତର୍ଗତ ସରଣ୍ଡା ଜଙ୍ଗଲରେ ସର୍ଚ୍ଚ ଅପରେସନ ଚାଲିଥିବା ବେଳେ କିରୁବୁରୁ ଅଞ୍ଚଳରେ ହଠାତ ନକ୍ସଲ ଓ ସୁରକ୍ଷାବଳ ସାମ୍ନାସାମନି ହୋଇଗଲେ, ପୋଲିସଙ୍କୁ ଦେଖି ନକ୍ସଲମାନେ ଗୁଳି ଚଳାଇଵା ଆରମ୍ଭ କରିଦେଲେ, ଫଳରେ C.R.P.F. ଓ ଅନ୍ୟ ସୁରକ୍ଷାବଳ ତୁରନ୍ତ ଏହାର ପାଲଟା ଜଭୟଙ୍କର