ବୌଦ୍ଧ ଜିଲ୍ଲାକୁ କୁହୁଡି ର ୱାରେଞ୍ଜ ୱାର୍ଣ୍ଣି ଜାରି କଳା ପାଣିପାଗ ବିଭାଗ ବୌଦ୍ଧ ଜିଲ୍ଲା ରେ ଆସନ୍ତା ଦୁଇ ଦିନ ପ୍ରଯନ୍ତ ପ୍ରବଳ ଘନ କୁହୁଡି ପାଇଁ ଆଞ୍ଚଳିକ ପାଣି ପାଗ ବିଭାଗ ପକ୍ଷରୁ ସୂଚନା I 50ଡିସିବିଲେଟି 200ମିଟର ପର୍ଯ୍ୟନ୍ତ କୁହୁଡି ଯୋଗୁ କିଛି ଦେଖାଯିବନି ସେଥିପାଇଁ ଲୋକେ ଗାଡି ଚଲେଇବା ବେଳେ ସତର୍କ ଅବିଳମ୍ବନ କରିବା ଉଚିତ I ଏପଟେ ରାତି 9ଟା ରେ ସୋସିଆଲ ମିଡ଼ିଆ ସୂଚନା