ଗୁରଣ୍ଡି: ଗଜପତି: ଉପଲଡା ଗ୍ରାମରେ ଦୋକାନୀ ମହିଳାଙ୍କଠାରୁ ସୁନା ଚେନ୍ ଲୁଟ୍
ଗଜପତି ଜିଲ୍ଲା ଗୁରାଣ୍ଡି ଥାନା ଉପଲଡା ଗ୍ରାମରେ ଦୋକାନରେ ଏକୁଟିଆ ଥିବା ସମୟରେ ମହିଳାଙ୍କ ବେକରୁ ସୁନା ଚେନ୍ ଛିଣ୍ଡାଇ ନେଇ ଫେରାର ହେଲା ଦୁର୍ବୃତ୍ତ। ଘଟଣାରେ ମହିଳା ଜଣକ ଆହତ ହୋଇଛନ୍ତି। ଗୁରାଣ୍ଡି ଥାନାରେ ଏତଲା ପରେ ପୁଲିସ ତଦନ୍ତ ଜାରି ରଖିଛି।