ଜଟଣୀ: ଜଟଣୀରେ ଗଣେଶ ଭସାଣି ବେଳେ ଅଘଟଣ: ସ୍ପିକର ଷ୍ଟାଣ୍ଡ ଭାଙ୍ଗି ଜଣେ ମୃତ, ଅନେକ ଆହତ
Jatani, Khordha | Sep 27, 2026 ଜଟଣୀ ପୋଷ୍ଟ ଅଫିସ ଛକରେ ଗଣେଶ ଭସାଣି ବେଳେ ଡିଜେ ଗାଡ଼ିର ସ୍ପିକର ଷ୍ଟାଣ୍ଡ ଭାଙ୍ଗି ଜଣଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଅନେକ ଆହତ ହୋଇଥିବା ବେଳେ ଗୁରୁତରଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ପୋଲିସ ଘଟଣାର ତଦନ୍ତ କରୁଛି।