Public App Logo
Jansamasya
News
���ुलिस
Bjp
National
Bihar
India
Congress
Modi
Delhi
Viral
���ाजस्थान
Jharkhand
Rajasthan
���ध्यप्रदेश
���मित_शाह
���िल्ली
Breakingnews
Narendramodi
Nitishkumar
Madhya_pradesh
Pmmodi
Rahulgandhi
Haryana
Uttarpradesh
���ादी
Crimenews
Aap
Indore
Bareilly

ଛତ୍ରପୁର: ବ୍ରହ୍ମପୁର ଶ୍ରୀକ୍ଷେତ୍ର ବିହାରରୁ ବିପୁଳ ପରିମାଣର ମୋବାଇଲ୍ ଫୋନ୍ ଜବତ ଘଟଣା, ୪ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ବଡ଼ ବଜାର ପୋଲିସ

Chhatrapur, Ganjam | Nov 29, 2025
ବ୍ରହ୍ମପୁର ବଡ ବଜାର ଥାନା ଅନ୍ତର୍ଗତ ଶ୍ରୀକ୍ଷେତ୍ର ବିହାରର ଏକ ଘରେ ଚଢ଼ାଉ କରି ପୋଲିସ ବିଭିନ୍ନ ନାମୀ ଦାମୀ କମ୍ପାନୀର ୩୪୨ ଗୋଟି ଆଣ୍ଡ୍ରଏଡ ମୋବାଇଲ୍ ଫୋନ୍ ଜବତ କରିବା ସହ ୪ ଜଣକୁ ଗିରଫ କରି ଶନିବାର ଅପରାହ୍ନରେ କୋର୍ଟ ଚାଲାଣ କରିଛି ପୋଲିସ।