ବେତନଟୀ ଥାନା ଅଧୀନ ଆମ୍ବଯୋଡ଼ା ଗ୍ରାମରେ ୨୦୨୧ ମସିହାରେ ଘଟିଯାଇଥିବା ଏକ ଗଣ୍ଡଗୋଳ ମାମଲାରେ ଜଡିତ ଜନୈକ ବ୍ୟକ୍ତିଙ୍କ ନାମରେ ଅଦାଲତ ଜାରି କରିଥିବା ଗିରଫ ପରୱାନା ବଳରେ ସମ୍ପୃକ୍ତ ଯୁବକଙ୍କୁ ଗିରଫକରି ଗୁରୁବାର ଅପରାହ୍ନ ପାଞ୍ଚଟାରେ ବେତନଟୀ ଜେଏମଏଫସି କୋର୍ଟକୁ ଚାଲାଣ କଲା ବେତନଟୀ ପୁଲିସ l ଗିରଫ ୱାରେଣ୍ଟି ଜଣକ ହେଉଛି ଆମ୍ବଯୋଡ଼ା ଗ୍ରାମର ସ୍ୱର୍ଗତ ଭୁବନେଶ୍ୱର ବେହେରାଙ୍କ ପୁଅ ସୁମନ୍ତ ଓରଫ ସୁମନ ବେହେରା l