ପଶ୍ଚିମବଙ୍ଗ ଶଙ୍କରପୁର ରୁ ୧୬ ଜଣ ମତ୍ସ୍ୟଜୀବୀ ନିଖୋଜ ଘଟଣା । କାକଦ୍ୱୀପ ବାଘେର ଦୀପ ଠାରୁ ଦୁଇ କିଲୋମିଟର ଦୂରରେ ଏକ ଦୀପରେ ମତ୍ସ୍ୟଜୀବୀମାନେ ଫସି ରହିଛନ୍ତି ବୋଲି ଶଙ୍କରପୁର ମାଛ ବ୍ୟବସାୟୀ ସଂଘର ସମ୍ପାଦକ ସ୍ୱଦେଶ ନାୟକ ସକାଳେ ଦେଇଥିବା ସୁଚନା ସମ୍ପୁର୍ଣ୍ଣ ଭୁଲରେ ଏବେ ପରିଣତ ହୋଇଛି । ତାକୁ ନେଇ କ୍ଷମା ପ୍ରାଥନା କରିଛନ୍ତି ସଂଘର ସମ୍ପାଦକ । ସେ ଟ୍ରଲର ଟି ମାଆ କାଳୀ ନୁହେଁ ଅନ୍ୟ ଟ୍ରଲର ରହିଛି । ଏବେବି ନିଖୋଜ ୧୬ ଜଣ ମତ୍ସ୍ୟଜୀବୀ
#OdiaNews
#NewsUpdate
#Odisha
#bhogorai
#swadhinlive ।
Kamarda, Balasore | Jul 11, 2026