ବ୍ୟାସନଗର ପୌର ପରିଷଦର ବିଭିନ୍ନ ମା କାଳୀଙ୍କ ପୂଜା ମଣ୍ଡପକୁ ଶାନ୍ତି କମିଟିର ଗସ୍ତ,ପୂଜା ସମ୍ପର୍କରେ କଲେ ଅନୁଧ୍ୟାନ l ଆଜି ଶାନ୍ତିକମିଟିର ସଭାପତି ବିଦ୍ୟାଧର ମହାନ୍ତିଙ୍କ ନେତୃତ୍ୱରେ ପ୍ରଶାସନିକ ଅଧିକାରୀ ମାନେ ବିଭିନ୍ନ ପୂଜା ମଣ୍ଡପku ଗସ୍ତ କରିଥିଲେ l ଏହି କମିଟି ପ୍ରତେକ ପୂଜା କମିଟି ନିକଟରେ ପହଂଚି ପୂଜା ସମୟରେ ଦେଖା ଦେଉଥିବା ସୁବିଧା ଅସୁବିଧା ସମ୍ପର୍କରେ ଆଲୋଚନା କରିଥିଲେ l ଏହି କମିତିରେ ଥାନା ଅଧିକାରୀ ଆଶିଷ କୁମାର ସାହୁ, ଅତିରିକ୍ତ ତହସିଲଦାରଙ୍କ ସମେତ ସବୁ ପୂଜା କମିଟିର ସଦସ୍ୟ ଉପସ୍ଥିତ ଥିଲେ l