ଆଜି ନଭେମ୍ୱର 27 ତାରିଖ ଗୁରୁବାର ଆଜି ଚତୁର୍ଥ ଦିନରେ ପହଞ୍ଚିଛି ଏହି ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ଆନ୍ଦୋଳନ। ସରକାରୀ ଶିକ୍ଷକ ର ମାନ୍ୟତା ଦାବୀରେ ଏମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଗତ 25 ତାରିଖରୁ ଏମାନେ ଆନ୍ଦୋଳନ ଜାରି ରଖିଥିବା ବେଳେ କୌଣସି ପ୍ରଶାସନିକ ଅଧିକାରୀ କିମ୍ବା ଶିକ୍ଷା ବିଭାଗର ଉଚ୍ଚ କର୍ତ୍ତୃପକ୍ଷ ଏମାନଙ୍କ ନିକଟରେ ପହଞ୍ଚି ନାହାଁନ୍ତି କିମ୍ବା ତାଙ୍କ ଦାବୀ ଶୁଣି ନାହାଁନ୍ତି।