ବଲାଙ୍ଗୀର: ବଲାଙ୍ଗୀରରେ ଚତୁର୍ଥ ଡାଏସିଜାନ୍ ଚିଲଡ୍ରେନ୍ସ ଫେଷ୍ଟିଭାଲ୍ ଅନୁଷ୍ଠିତ
ବଲାଙ୍ଗୀର ରୁଗୁଡ଼ିପଡ଼ା କ୍ୟାଥୋଲିକ୍ ଚର୍ଚ୍ଚଠାରେ ଆୟୋଜିତ ଚତୁର୍ଥ ଡାଏସିଜାନ୍ ଚିଲଡ୍ରେନ୍ସ ଫେଷ୍ଟିଭାଲ୍ରେ ମୁଖ୍ୟ ଅତିଥି ଭାବେ ଯୋଗଦେଲେ ପୌରାଧ୍ୟକ୍ଷା ଲିକା ସାହୁ। ଶିଶୁଙ୍କ ମଧ୍ୟରେ ଏକତା ଓ ଭାଇଚାରାର ବାର୍ତ୍ତା ଦେଲେ ଅତିଥି।