ପାଲଲହଡା: ଯମରା ଘଟିରେ ଭାରସାମ୍ୟ ହରାଇ ଦୁଇ ବାଇକ ଆରୋହି ଗୁରୁତର
ରବିବାର ଅପରାହ୍ନ ୪ ଘଟିକା ସମୟରେ ପାଲଲହଡାରୁ ଯମରା ବାଇକରେ ଯାଉଥିବା ଦୁଇ ବାଇକ ଆରୋହି ସଞ୍ଜୟ ଦ୍ଵିବେଦି ଓ ପ୍ରତାପ ଦ୍ୱିବେଦି ଯାଉଥିବା ବେଳେ ଯମରା ଘାଟିରେ ବାଇକ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଥିଲା ଘଟଣା ସ୍ଥଳରୁ ଉଭୟଙ୍କୁ ଡାକ୍ତରଖାନା ନିଆଯାଇଥିଲା