Public App Logo
Jansamasya
News
पुलिस
Bjp
National
Police
Bihar
बिहार
बीजेपी
विधायक
Congress
Modi
Delhi
Viral
Crime
Odisha
Rajasthan
अमित_शाह
दिल्ली
Breakingnews
महिला
Madhya_pradesh
Pmmodi
Ipl
Rahulgandhi
Haryana
Cricket
तेजस्वी_यादव
Uttarakhand
शादी

ଧର୍ମଗଡ: ବେହେରା ବିଦେଶୀ ମଦ ଦୋକାନ ରେ ସଙ୍ଘବଦ୍ଧ ଆକ୍ରମଣ ଘଟଣା, ଜଣେ ଯୁବକ ମୃତ୍ୟୁ ଘଟଣାରେ ୩ ଅଭିଯୁକ୍ତ କୋର୍ଟ ଚାଲାଣ

Dharamgarh, Kalahandi | Dec 2, 2025
ଆକ୍ରମଣର ୧୮ ଦିନ ପରେ ଗୁରୁତର ଥିବା କୋକସରା ଥାନା ଧର୍ମଗଡ ବ୍ଲକ ବେହେରା ଫଲସାପଡା ଗ୍ରାମର ମୋତିରାମ ମେହେରଙ୍କ ଚିକିତ୍ସାଧୀନ ଅବସ୍ଥାରେ ମେଡିକାଲରେ ମୃତ୍ୟୁ ହୋଇଥିଲା। ଏହି ଘଟଣା ପରେ ମୃତକଙ୍କ ପରିବାର ଲୋକେ ଅଭିଯୁକ୍ତ ମାନଙ୍କୁ ଗିରଫ ଦାବି କରିଥିଲେ। ପୋଲିସ ର ତଦନ୍ତ ପରେ ଅଭିଯୁକ୍ତ ମାନଙ୍କୁ ପୋଲିସ ଗିରଫ କରି ଆଜି ତିନି ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରିଛି।

MORE NEWS

ଧର୍ମଗଡ: ବେହେରା ବିଦେଶୀ ମଦ ଦୋକାନ ରେ ସଙ୍ଘବଦ୍ଧ ଆକ୍ରମଣ ଘଟଣା, ଜଣେ ଯୁବକ ମୃତ୍ୟୁ ଘଟଣାରେ ୩ ଅଭିଯୁକ୍ତ କୋର୍ଟ ଚାଲାଣ - Dharamgarh News