ଭଦ୍ରକ ଜିଲ୍ଲା ପୀର ହାଟ ଥାନା ଅଧିନ କାଁପଡା ବିନ୍ଧା ଗ୍ରାମ ର ଜୈନିକା ନାବାଳିକା ଅପହରଣ ଘଟଣାର ଏକ ମାସ ଶାତ ଦିନ ବିତିଯାଇଥିଲେ ମଧ୍ୟ ପୀର ହାଟ ପୋଲିସ ଓ ଭଦ୍ରକ ଏସି ପି ଙ୍କର କୈାଣସି କାର୍ଯ୍ୟାନୁଷ୍ଠାନ ନାହିଁ ବୋଲି ଗଣ ମାଧ୍ୟମ ଆଗରେ ମତପ୍ରକାଶ କରିଛନ୍ତି ଅପହୃତା ଙ୍କ ମା ପ୍ରମିଳା ଦାସ, ଆଜକୁ ଏକ ମାସ ବିତିଯାଇଥିଲେ ମଧ୍ୟ ଦୋଷୀ ଙ୍କୁ ଧରିବାରେ ପୀରହାଟ ପୋଲିସ ଅକ୍ଷମତା ବୋଲି କହିଛନ୍ତି ପିଡିତାଙ୍କ ପରିବାର, ଲୋକଙ୍କ ସରକାର ପାଖରେ ଗୁହାରି କରିଛନ୍ତି ପରିବାର। ଆଜି ଦିନ ୪.୩୦ ମିନିଟ ସମୟରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ।