ସତ୍ୟବାଦୀ: ଚନ୍ଦନପୁର ଜୁଆ ଅଡ୍ଡା ଆକ୍ରମଣ ମାମଲା: ମୋଟ 15 ଗିରଫ
Satyabadi, Puri | Oct 24, 2026 ନୂଆବାଲିଆ ଗ୍ରାମରେ ଜୁଆ ଅଡ୍ଡା ଉପରେ ଚଢ଼ାଉ ବେଳେ ପୁଲିସ ଉପରକୁ ଆକ୍ରମଣ ଘଟଣାରେ ପୁଲିସ ଆଉ ୮ ଜଣଙ୍କୁ ଗିରଫ କରିଛି । ଏହି ମାମଲାରେ ଏବେ ସୁଦ୍ଧା ମୋଟ ୧୫ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।