ଗୁରୁବାର ଦିନ ବୌଦ୍ଧ ଥାନା କୃଷ୍ଣପାଲି ଗ୍ରାମ ନିକଟରେ ବୌଦ୍ଧ ଅବକାରୀ ଥାନା ପକ୍ଷରୁ ଚଢାଉ କରାଯାଇ 8 ଲିଟର ଦେଶୀ ମଦ ଜବତ କରା ଯାଇଛି | ମିଳିଥିବା ସୂଚନା ଅନୁଯାୟୀ ଦେଶୀ ମଦ ବିକ୍ରି ପାଇଁ ରଖିଥିବା ଗ୍ରାମର ଜଣେ ଯୁବକଙ୍କୁ ଗିରଫ କରି ଭାରତୀୟ ନାଗରିକ ସୁରକ୍ଷା ସଂହିତାର 35 ଧାରାରେ ନୋଟିସ୍ ଦିଆ ଯାଇଥିବା ଭାରପ୍ରାପ୍ତ୍ ଅଧିକାରୀ ସତ୍ୟ ନାରାୟଣ ପ୍ରଧାନ ସୂଚନା ଦେଇଛନ୍ତି l