Public App Logo
Jansamasya
News
Bjp
National
Police
Bihar
कांग्रेस
मौत
विधायक
Congress
Modi
Delhi
Viral
Odisha
Rajasthan
अमित_शाह
दिल्ली
Breakingnews
Narendramodi
Madhya_pradesh
Pmmodi
Ipl
Rahulgandhi
Haryana
Uttarpradesh
Cricket
शादी
Crimenews
Kolkata
Aap

ଛତ୍ରପୁର: ଆସିକା ଠାରେ କାଠ ବୋଝେଇ ଟ୍ରକରୁ ଜବତ ହେଲା ଗଞ୍ଜେଇ, ୪ ଗିରଫ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବ ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ

Chhatrapur, Ganjam | Dec 1, 2025
ଆସିକା ରୁ ଗଞେଇ ଚାଲାଣ ଘଟଣାରେ ଅବକାରୀ ପୋଲିସ ୪ ଜଣଙ୍କୁ ଗିରଫ କରିଛି l ଗିରଫ ଅଭିଯୁକ୍ତ ମାନେ ହେଲେ ଅଭିଜିତ ସାହୁ, ଦାମୋଦର ମହାନ୍ତି, ସୁରେଶ ଚନ୍ଦ୍ର ମହାଲିକ୍ ଓ ନକୁଳ ପଲେଇ ସମସ୍ତ ଅଭିଯୁକ୍ତ କଟକ ଜିଲ୍ଲାର ବୋଲି ଜଣାପଡିଛି ।ଗିରଫ ଅଭିଯୁକ୍ତ ମାନଙ୍କୁ ୧୫ ଦିନିଆ ରୀମାଣ୍ଡରେ ନେବା ନିମନ୍ତେ କୋର୍ଟରେ ଆବେଦନ କରଯାଇଛି ବୋଲି ସୋମବାର ଅପରାହ୍ନରେ ସୂଚନା ଦେଇଛନ୍ତି ବ୍ରହ୍ମପୁର ଅବକାରୀ ଗୁଇନ୍ଦା ଉପ ଅଧିକ୍ଷକ। ସୃତିକାନ୍ତ ରାଉତ l
ଛତ୍ରପୁର: ଆସିକା ଠାରେ କାଠ ବୋଝେଇ ଟ୍ରକରୁ ଜବତ ହେଲା ଗଞ୍ଜେଇ, ୪ ଗିରଫ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବ ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ - Chhatrapur News