Public App Logo
Jansamasya
News
Bjp
National
Police
Bihar
बिहार
कांग्रेस
भाजपा
Congress
Modi
Delhi
Viral
Jharkhand
Bollywood
Breakingnews
Narendramodi
Madhya_pradesh
Pmmodi
Rahulgandhi
यूपी
Uttarpradesh
Haryana
Cricket
Uttarakhand
Sambalpur
Crimenews
Karnataka
Aap
Kota

#ପ୍ରତି_ପଂଚାୟତରେ_ବିକାଶର_ନୂଆ_ଦିଗ_ସୃଷ୍ଟି_କରିବାକୁ_ସରକାରଙ୍କ_ଲକ୍ଷ୍ୟ #Odisha #Hatadihi #OdishaDevelopment #OdishaGovernment #VikasDhara #PanchayatDevelopment #RuralDevelopment #DevelopmentForAll #AmaOdisha #ViksitOdisha #GrassrootsDevelopment #GovernmentInitiative #VillageDevelopment #PublicWelfare #DevelopmentWorks #ReportersToday

Odisha, India | Jun 21, 2026

MORE NEWS

ଅନୁଗୁଳରେ ଜନ ଶିକ୍ଷଣ ସଂସ୍ଥାନ ଦ୍ଵାରା ବିଶ୍ଵ ଯୋଗ ଦିବସ ପାଳନ। କେନ୍ଦ୍ର ସରକାର ଙ୍କ କୌଶଳ ଉଦ୍ୟମିତା ମନ୍ତ୍ରଣାଳୟ ଅଧିନସ୍ଥ  ଜନ ଶିକ୍ଷଣ ସଂସ୍ଥାନ ର ନିର୍ଦ୍ଦେଶକ ଶ୍ରୀ ସୌରୀ ରଞ୍ଜନ ପଣ୍ଡା ଙ୍କ ନେତୃତ୍ବରେ ଜିଲ୍ଲା ର ତିନି ଗୋଟି ସ୍ଥାନ ରେ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି.  ଫୁଲପଡା ସ୍ଥିତ ପ୍ରଜ୍ଞାଜାଗୃତି ଶିକ୍ଷା ନିକେତନ ବିଦ୍ୟାଳୟ ପରିସର  ରେ ବିଦ୍ୟାଳୟ ର ପ୍ରତିଷ୍ଠାତା ବିଶିଷ୍ଟ ସମାଜସେବୀ ଶ୍ରୀ ସୁଶାନ୍ତ କୁମାର ତ୍ରିପାଠୀ ଶିବିର ପରିଚାଳନା କରି ଥିବା ବେଳେ ଯୋଗସାଧକ  ଶ୍ରୀଯୁକ୍ତ ରତ୍ନାକର ବିଶ୍ଵାଳ ଅତିଥି ଭାବେ ଯୋଗଦାନ କରି ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦ୍ଘାଟନ କରିବା ସହ ଶିବିର କୁ ପରିଚାଳନା କରିଥିଲେ ଏବଂ ସେଇ ପରିଭାବେ ଗୀତାଗ୍ରାମ ର କମୁନିଟି ହଲ୍ ରେ ଭାରତ ସ୍ୱାଭିମାନ ଟ୍ରଷ୍ଟ ର ଜିଲା ପ୍ରଭାରୀ ଡଃ. ସୁଧାଂଶୁ ଶେଖର ଦାସ ଯୋଗ ପ୍ରଶିକ୍ଷଣ ଶିବିର ପରିଚାଳନା କରିଥିଲେ  ଏବଂ କଣିହାଁ ର ବିଜିଗୋଳ ସବ ସେଣ୍ଟର ରେ ମଧ୍ଯ ଯୋଗ ଶିବିର କରାଯାଇ ଅଛି . ସାରା ଦେଶରେ ପାଳନ ହେଉଥିବା ଯୋଗ ଦିବସ ରେ ଏ ବର୍ଷ ର ସୁସ୍ଥ ବୟସ ପାଇଁ ଯୋଗ" ଯାହା କି ଏକ ସୁସ୍ଥ ଜୀବନ ଜୀବନଯାପନ ଶୈଳୀ ଉପରେ ମଧ୍ୟ ପ୍ରଭାବ ପକାଇବ ପାରିବ, ଉଦ୍ଦେଶ୍ଯ ରେ ସମର୍ପିତ କରାଯାଇଅଛି. ଯୋଗ କରିବା ଦ୍ୱାରା ନିଜେ ସୁସ୍ଥ ରହିବା ସହ ସମାଜ କୁ ବି ସୁସ୍ଥ ରଖି ପାରିବା.
ଆଜିର ଏହି ତିନିଗୋଟି ଯାକ ଶିବିରରେ ୧00 ଉର୍ଦ୍ଧ ଯୋଗ ଦିବସ ରେ  ବିଦ୍ୟାର୍ଥୀ , ମହିଳା ଓ ବ୍ୟକ୍ତି ବିଶେଷ ଭାଗ ନେଇଥିଲେ ଉପସ୍ଥିତ ଥିଲେ 
ଜନ ଶିକ୍ଷଣ ସଂସ୍ଥାନ ର କାର୍ଯ୍ୟାଳୟ ର ସହ କାଯ୍ୟକ୍ରମ ଅଧିକାରୀ ଚିତ୍ତ ରଞ୍ଜନ ସାମଲ, ଓ ଅନ୍ୟ ସହକାର୍ଯ୍ୟକର୍ତ୍ତା  ଶିବିର ଗୁଡିକ ପରିଚାଳନା କରିଥିଲେ। ବ୍ୟୁରୋ ରିପୋର୍ଟ ଅନୁଗୁଳ ଏକ୍ସପ୍ରେସ
#angulexpress #internationalyoga #anugul

ଅନୁଗୁଳରେ ଜନ ଶିକ୍ଷଣ ସଂସ୍ଥାନ ଦ୍ଵାରା ବିଶ୍ଵ ଯୋଗ ଦିବସ ପାଳନ। କେନ୍ଦ୍ର ସରକାର ଙ୍କ କୌଶଳ ଉଦ୍ୟମିତା ମନ୍ତ୍ରଣାଳୟ ଅଧିନସ୍ଥ ଜନ ଶିକ୍ଷଣ ସଂସ୍ଥାନ ର ନିର୍ଦ୍ଦେଶକ ଶ୍ରୀ ସୌରୀ ରଞ୍ଜନ ପଣ୍ଡା ଙ୍କ ନେତୃତ୍ବରେ ଜିଲ୍ଲା ର ତିନି ଗୋଟି ସ୍ଥାନ ରେ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି. ଫୁଲପଡା ସ୍ଥିତ ପ୍ରଜ୍ଞାଜାଗୃତି ଶିକ୍ଷା ନିକେତନ ବିଦ୍ୟାଳୟ ପରିସର ରେ ବିଦ୍ୟାଳୟ ର ପ୍ରତିଷ୍ଠାତା ବିଶିଷ୍ଟ ସମାଜସେବୀ ଶ୍ରୀ ସୁଶାନ୍ତ କୁମାର ତ୍ରିପାଠୀ ଶିବିର ପରିଚାଳନା କରି ଥିବା ବେଳେ ଯୋଗସାଧକ ଶ୍ରୀଯୁକ୍ତ ରତ୍ନାକର ବିଶ୍ଵାଳ ଅତିଥି ଭାବେ ଯୋଗଦାନ କରି ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦ୍ଘାଟନ କରିବା ସହ ଶିବିର କୁ ପରିଚାଳନା କରିଥିଲେ ଏବଂ ସେଇ ପରିଭାବେ ଗୀତାଗ୍ରାମ ର କମୁନିଟି ହଲ୍ ରେ ଭାରତ ସ୍ୱାଭିମାନ ଟ୍ରଷ୍ଟ ର ଜିଲା ପ୍ରଭାରୀ ଡଃ. ସୁଧାଂଶୁ ଶେଖର ଦାସ ଯୋଗ ପ୍ରଶିକ୍ଷଣ ଶିବିର ପରିଚାଳନା କରିଥିଲେ ଏବଂ କଣିହାଁ ର ବିଜିଗୋଳ ସବ ସେଣ୍ଟର ରେ ମଧ୍ଯ ଯୋଗ ଶିବିର କରାଯାଇ ଅଛି . ସାରା ଦେଶରେ ପାଳନ ହେଉଥିବା ଯୋଗ ଦିବସ ରେ ଏ ବର୍ଷ ର ସୁସ୍ଥ ବୟସ ପାଇଁ ଯୋଗ" ଯାହା କି ଏକ ସୁସ୍ଥ ଜୀବନ ଜୀବନଯାପନ ଶୈଳୀ ଉପରେ ମଧ୍ୟ ପ୍ରଭାବ ପକାଇବ ପାରିବ, ଉଦ୍ଦେଶ୍ଯ ରେ ସମର୍ପିତ କରାଯାଇଅଛି. ଯୋଗ କରିବା ଦ୍ୱାରା ନିଜେ ସୁସ୍ଥ ରହିବା ସହ ସମାଜ କୁ ବି ସୁସ୍ଥ ରଖି ପାରିବା. ଆଜିର ଏହି ତିନିଗୋଟି ଯାକ ଶିବିରରେ ୧00 ଉର୍ଦ୍ଧ ଯୋଗ ଦିବସ ରେ ବିଦ୍ୟାର୍ଥୀ , ମହିଳା ଓ ବ୍ୟକ୍ତି ବିଶେଷ ଭାଗ ନେଇଥିଲେ ଉପସ୍ଥିତ ଥିଲେ ଜନ ଶିକ୍ଷଣ ସଂସ୍ଥାନ ର କାର୍ଯ୍ୟାଳୟ ର ସହ କାଯ୍ୟକ୍ରମ ଅଧିକାରୀ ଚିତ୍ତ ରଞ୍ଜନ ସାମଲ, ଓ ଅନ୍ୟ ସହକାର୍ଯ୍ୟକର୍ତ୍ତା ଶିବିର ଗୁଡିକ ପରିଚାଳନା କରିଥିଲେ। ବ୍ୟୁରୋ ରିପୋର୍ଟ ଅନୁଗୁଳ ଏକ୍ସପ୍ରେସ #angulexpress #internationalyoga #anugul

Anugul, Angul | Jun 22, 2026

ଅନୁଗୋଳ: ସିପୁର ଗ୍ରାମ ନିକଟରେ ବସ୍ ସହିତ ବାଇକ୍ ଦୁର୍ଘଟଣାରେ ଜଣେ ଗୁରୁତର

ଅନୁଗୋଳ: ସିପୁର ଗ୍ରାମ ନିକଟରେ ବସ୍ ସହିତ ବାଇକ୍ ଦୁର୍ଘଟଣାରେ ଜଣେ ଗୁରୁତର

Anugul, Angul | Jun 22, 2026

ଅନୁଗୋଳ: ଦ୍ୱିତୀୟ ଦିନରେ ବଅଁରପାଳ ବ୍ଲକ କାର୍ଯ୍ୟାଳୟ ପରିସରରେ ବିକାଶର ଧାରା ଓଡ଼ିଶା ସାରା କର୍ଯ୍ୟକ୍ରମ ଅନୁଷ୍ଠିତ

ଅନୁଗୋଳ: ଦ୍ୱିତୀୟ ଦିନରେ ବଅଁରପାଳ ବ୍ଲକ କାର୍ଯ୍ୟାଳୟ ପରିସରରେ ବିକାଶର ଧାରା ଓଡ଼ିଶା ସାରା କର୍ଯ୍ୟକ୍ରମ ଅନୁଷ୍ଠିତ

Anugul, Angul | Jun 22, 2026