Public App Logo
Jansamasya
National
���ीएसटी
Happydiwali
Nextgengst
Cybersecurityawareness
Pmmsy
Diwali2025
Matsyasampadasesamriddhi
Fidfimpact
Railinfra4andhrapradesh
Responsiblerailyatri
Andhrapradesh
���हात्मा_गांधी
���ांधी_जयंती
Gandhijayanti
Digitalindia
Fisheries
Nfdp
Swasthnarisashaktparivar
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat
Beatncds

ସୁନ୍ଦରଗଡ ସହର: କାଲୋ ବାହାଲ ରେଲୱେ ଓଭର ବ୍ରିଜ ନିକଟରେ କୋଇଲା ବୋଝଇ ଟ୍ରଲର ଧକ୍କାରେ ଡୁଡୁକା କଲେଜର ଦୁଇ ଛାତ୍ରୀ ଗୁରୁତର ହେବା ଘଟଣାକୁ ନେଇ ଉତ୍ତେଜନା

ଆଜି ଅକ୍ଟୋବର 22 ତାରିଖ ଅପରାହ୍ନ 3 ଟା ପାଖାପାଖି ସମୟରେ ଏହି ଘଟଣା ଘଟିଛି। ଦୁର୍ଘଟଣାରେ ଦୁଇ ଛାତ୍ରୀଙ୍କ ଅବସ୍ଥା ସଙ୍ଗୀନ ଥିବା ଜଣା ପଡ଼ିବା ପରେ ଉତ୍ତ୍ୟକ୍ତ ଲୋକେ ଅପରାହ୍ନ 4 ଟା ଠାରୁ ରାସ୍ତା ଅବରୋଧ ଜାରି ରଖିଛନ୍ତି। ତେବେ ସନ୍ଧ୍ୟା ରାତି 8 ଟା ସୂଚନା ଅନୁସାରେ ରାସ୍ତା ଅବରୋଧ ଜାରି ରହିଥିବା ଜଣା ପଡିଛି। ରାସ୍ତା ଅବରୋଧ ଯୋଗୁଁ ସେହି ରାସ୍ତାରେ କୋଇଲା ପରିବହନ ସମ୍ପୂର୍ଣ ଠପ୍ ହୋଇଛି। ଅପରପକ୍ଷେ ପ୍ରଶାସନ ଆଡୁ କେହି ପହଞ୍ଚି ନ ଥିବା ଜଣା ପଡିଛି।

MORE NEWS