ଅମିୟ କୁମାର ପ୍ରଧାନ ଟିଟିଲାଗଡ ଓମ ଭ୍ୟାଲି ସ୍କୁଲର ଶିକ୍ଷକ ଅଟନ୍ତି। ଡ଼ିସେମ୍ବର ଆଠ ତାରିଖରେ ସାଉଥ ଆଫ୍ରିକା ଠାରେ ଆୟୋଜିତ ୱାଲ୍ଡ ଚାମ୍ପିଅନସିପରେ ଭାରତ ପକ୍ଷରୁ ଖେଳିବେ ଶ୍ରୀ ପ୍ରଧାନ। ସେଥିପାଇଁ ତାଙ୍କୁ ସ୍କୁଲ ଚେୟାରମେନ, ମ୍ୟାନେଜମେଣ୍ଟ କମିଟି, ସ୍କୁଲ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କ ସହଯୋଗ ସହଜୋଗ କରିଥିବାରୁ ସମସ୍ତଙ୍କୁ କଲେ ଧନ୍ୟବାଦ୍ ଜ୍ଞାପନ।