Public App Logo
Jansamasya
News
Bjp
National
Police
Bihar
India
कांग्रेस
Gujarat
Accident
Congress
Modi
Delhi
Viral
मारपीट
Jharkhand
Breakingnews
Narendramodi
Nitishkumar
Madhya_pradesh
Nsui
Madhyapradesh
Pmmodi
Rahulgandhi
Uttarpradesh
Haryana
Cricket
Lucknow
Uttarakhand
Crimenews

ବ୍ରଜରାଜନଗର ଟ୍ରକ୍ ଓନର୍ସ ଆସୋସିଏସନ୍ ର ନୂତନ କମିଟି ଗଠିତ। ଆଜି ହୋଇଥିବା ବାର୍ଷିକ ନିର୍ବାଚନ 2026-27 ର ଫଳାଫଳ ଘୋଷଣା କରାଯାଇଛି। ସଭାପତି ଭାବେ ସତୀଶ ସିଂ, ଉପ-ସଭାପତି ଭାବେ ସଞ୍ଜୟ ରାୟ, ସାଧାରଣ ସମ୍ପାଦକ ଭାବେ ଧନଞ୍ଜୟ ସିଂ, ଯୁଗ୍ମ ସମ୍ପାଦକ ଭାବେ ମଧୁସୂଦନ ସିଂ ଏବଂ କୋଷାଧ୍ୟକ୍ଷ ଭାବେ ରାଜିବ କୁମାର ସିଂହ ନିର୍ବାଚିତ ହୋଇଛନ୍ତି। #BTOA #ELECTIONS #BRJNLIVE

MORE NEWS

ବ୍ରଜରାଜନଗର ଟ୍ରକ୍ ଓନର୍ସ ଆସୋସିଏସନ୍ ନିର୍ବାଚନ: ସତୀଶ ସିଂ ସଭାପତି ଭାବେ ନିର୍ବାଚିତ ।
"ଟ୍ରକ୍ ମାଲିକମାନଙ୍କ ସ୍ୱାର୍ଥ ପାଇଁ ଆମେ କାମ କରିବୁ। ସମସ୍ତଙ୍କ ସହଯୋଗରେ ଆସୋସିଏସନ୍ କୁ ଆଗକୁ ନେବୁ।"
#Brajrajnagar #BTOA #brjnlive #BreakingNews

ବ୍ରଜରାଜନଗର ଟ୍ରକ୍ ଓନର୍ସ ଆସୋସିଏସନ୍ ନିର୍ବାଚନ: ସତୀଶ ସିଂ ସଭାପତି ଭାବେ ନିର୍ବାଚିତ । "ଟ୍ରକ୍ ମାଲିକମାନଙ୍କ ସ୍ୱାର୍ଥ ପାଇଁ ଆମେ କାମ କରିବୁ। ସମସ୍ତଙ୍କ ସହଯୋଗରେ ଆସୋସିଏସନ୍ କୁ ଆଗକୁ ନେବୁ।" #Brajrajnagar #BTOA #brjnlive #BreakingNews

Jharsuguda, Jharsuguda | Aug 7, 2026

ଝାରସୁଗୁଡ଼ାରେ ହାଇଡ୍ରାମା! ବିଧାୟକଙ୍କୁ ବିରୋଧ, 'ରଙ୍ଗ ବଦଲା ସରକାର ମୁର୍ଦାବାଦ' ନାରାରେ କମ୍ପିଲା ରୋହିଦାସପଡ଼ା

#Jharsuguda #JharsugudaNews #Odisha #OdishaNews #BreakingNews #PoliticalNews #MLA #Protest #ViralVideo #Rohidaspada #NewsUpdate #OdiaNews #NFTV #NFTVShorts #Shorts #YouTubeShorts #Trending #LatestNews #Politics #IndiaNews #NewsReels #ViralNews #OdishaPolitics #NewsFastTV

ଝାରସୁଗୁଡ଼ାରେ ହାଇଡ୍ରାମା! ବିଧାୟକଙ୍କୁ ବିରୋଧ, 'ରଙ୍ଗ ବଦଲା ସରକାର ମୁର୍ଦାବାଦ' ନାରାରେ କମ୍ପିଲା ରୋହିଦାସପଡ଼ା #Jharsuguda #JharsugudaNews #Odisha #OdishaNews #BreakingNews #PoliticalNews #MLA #Protest #ViralVideo #Rohidaspada #NewsUpdate #OdiaNews #NFTV #NFTVShorts #Shorts #YouTubeShorts #Trending #LatestNews #Politics #IndiaNews #NewsReels #ViralNews #OdishaPolitics #NewsFastTV

Jharsuguda, Jharsuguda | Aug 5, 2026

ଝାରସୁଗୁଡ଼ା: ସରବାହାଲ ରୋହିଦାସପଡ଼ା ଠାରେ ଷ୍ଟ୍ରିଟ୍ ଲାଇଟ୍ କାମର ଶୁଭାରମ୍ଭକୁ ନେଇ ହଙ୍ଗାମା, ବିରୋଧର ସମ୍ମୁଖୀନ ହେଲେ ଝାରସୁଗୁଡ଼ା ବିଧାୟକ

#Jharsuguda #Odisha #Rohidaspada #Sarbahal #StreetLight #JharsugudaMLA #TankadharTripathy #PoliticalNews #OdishaPolitics #BreakingNews #OdiaNews #NFTV #NewsUpdate #LocalNews #Municipality #Development #PublicIssue #ViralNews #JharsugudaNews #OdishaUpdates

ଝାରସୁଗୁଡ଼ା: ସରବାହାଲ ରୋହିଦାସପଡ଼ା ଠାରେ ଷ୍ଟ୍ରିଟ୍ ଲାଇଟ୍ କାମର ଶୁଭାରମ୍ଭକୁ ନେଇ ହଙ୍ଗାମା, ବିରୋଧର ସମ୍ମୁଖୀନ ହେଲେ ଝାରସୁଗୁଡ଼ା ବିଧାୟକ #Jharsuguda #Odisha #Rohidaspada #Sarbahal #StreetLight #JharsugudaMLA #TankadharTripathy #PoliticalNews #OdishaPolitics #BreakingNews #OdiaNews #NFTV #NewsUpdate #LocalNews #Municipality #Development #PublicIssue #ViralNews #JharsugudaNews #OdishaUpdates

Jharsuguda, Jharsuguda | Aug 4, 2026

ବ୍ରଜରାଜନଗର ଟ୍ରକ୍ ଓନର୍ସ ଆସୋସିଏସନ୍ ର ନୂତନ କମିଟି ଗଠିତ। ଆଜି ହୋଇଥିବା ବାର୍ଷିକ ନିର୍ବାଚନ 2026-27 ର ଫଳାଫଳ ଘୋଷଣା କରାଯାଇଛି। ସଭାପତି ଭାବେ ସତୀଶ ସିଂ, ଉପ-ସଭାପତି ଭାବେ ସଞ୍ଜୟ ରାୟ, ସାଧାରଣ ସମ୍ପାଦକ ଭାବେ ଧନଞ୍ଜୟ ସିଂ, ଯୁଗ୍ମ ସମ୍ପାଦକ ଭାବେ ମଧୁସୂଦନ ସିଂ ଏବଂ କୋଷାଧ୍ୟକ୍ଷ ଭାବେ ରାଜିବ କୁମାର ସିଂହ ନିର୍ବାଚିତ ହୋଇଛନ୍ତି। #BTOA #ELECTIONS #BRJNLIVE - Jharsuguda News