କୋରାପୁଟ ଶିଶୁ ବିଦ୍ୟାମନ୍ଦିରରେ ୩୧ ତମ ବାର୍ଷିକ ଉତ୍ସବରେ ଯୋଗଦେଲେ ମନ୍ତ୍ରୀ ବିଭୂତି ଭୂଷଣ ଜେନା। ଶିଶୁ ମନ୍ଦିରର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାତୃଭାଷାକୁ ଗୁରୁତ୍ବ ଦେବାକୁ ଶିଶୁଙ୍କ ବିକାଶ ପାଇଁ ଅବିଭାବକମାନେ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି। ଖୁବଶୀଘ୍ର ବିଦ୍ୟାଳୟରେ ବସ୍ ଯୋଗାଇ ଦିଆଯିବ ବୋଲି ଆଜି ସଂନ୍ଧ୍ୟା ୭ ଟା ସମୟରେ ସୂଚନା ଦେଇଛନ୍ତି ମନ୍ତ୍ରୀ