ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ବିଂଝାରପୁର ଯଜ୍ଞ ପଡିଆରେ ଅନୁଷ୍ଠିତ,ଯୋଗଦେଲେ ଶତାଧିକ ଚାଷୀ। ଆଜି ବିଂଝାରପୁର ବ୍ଲକ ବିଡ଼ିଓଙ୍କ ସଭାପତିତ୍ୱରେ ଆୟୋଜିତ ମେଳାରେ ବିଭାଗ୍ୟ ଅଧିକାରୀ ମାନେ ଅତିଥିଭାବେ ଯୋଗଦେଇ ଏହି ମେଳା କୁ ଉଦଘାଟନ କରିଥିଲେ l ବିଶେଷ ଭାବରେ ରାଜ୍ୟ ସରକାର କିଭଳି ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ପାଇଁ ବିଭିନ୍ନ ଯୋଜନା ଆରମ୍ଭ କରୁଛନ୍ତି ଆଲୋଚନା କରିଥିଲେ l