Public App Logo
Jansamasya
News
Bjp
National
Bihar
���ीजेपी
���िधायक
Congress
Modi
Delhi
Viral
���ाजस्थान
Jharkhand
Rajasthan
���ध्यप्रदेश
���मित_शाह
Breakingnews
Narendramodi
Nitishkumar
Madhya_pradesh
Pmmodi
Rahulgandhi
���रियाणा
Haryana
���ादी
Crimenews
Nda
School
Cbi
Politics

ବାଲିିଅନ୍ତା: ସାରସ୍ବତ କଲେଜ ନିକଟରେ ନୟଞ୍ଜୋରିକୁ ଓଲଟିଲା ବାଇକ , ୨ଆହତ

Balianta, Khordha | Sep 18, 2025
ରାଜଧାନୀ ଉପକଣ୍ଠ ବାଲିଅନ୍ତା ନିକଟସ୍ଥ ସାରସ୍ବତ କଲେଜ ନିକଟରେ ନୟଞ୍ଜୋରିକୁ ଓଲଟିଲା ବାଇକ ଏହି ଦୁର୍ଘଟଣାରେ ୨ ଜଣ ଆହତ ହୋଇଥିବା ଜଣାପଡିଛି। ସୂଚନା ଅନୁଯାୟୀ ଗୁରୁବାର ସନ୍ଧ୍ୟା ପ୍ରାୟ ପାଞ୍ଚଟା ସମୟରେ ଏକ ବାଇକରେ ଦୁଇ ଜଣ ଯୁବକ ନିଜ ଘରକୁ ଫେରୁଥିବା ବେଳେ ଖରାପ ରାସ୍ତା ପାଇଁ ନୟଞ୍ଜୋରି ମଧ୍ୟକୁ ବାଇକ ସହ ଦୁଇ ଜଣ ଯାତ୍ରୀ ଓଲଟି ପଡ଼ିଥିଲେ । ରାସ୍ତାରେ ଯାଉଥିବା ଲୋକମାନେ ତାଙ୍କୁ ଉଦ୍ଧାର କରିଥିଲେ ।

MORE NEWS

ବାଲିିଅନ୍ତା: ସାରସ୍ବତ କଲେଜ ନିକଟରେ ନୟଞ୍ଜୋରିକୁ ଓଲଟିଲା ବାଇକ , ୨ଆହତ - Balianta News