ବଲାଙ୍ଗୀର: ଶିବତଲା ପ୍ରିମିୟର ଲିଗ୍ କ୍ରିକେଟ୍ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ପ୍ରଦ୍ୟୁମ୍ନ ହୋତା
ବଲାଙ୍ଗିର ସଦର ବ୍ଲକ ଶିବତଲା ଗାଁରେ ଆୟୋଜିତ ଶିବତଲା ପ୍ରିମିୟର ଲିଗ୍ କ୍ରିକେଟ୍ ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଖେଳାଳିଙ୍କୁ ଉତ୍ସାହିତ କଲେ ପ୍ରଦ୍ୟୁମ୍ନ ହୋତା। ଏହି ପ୍ରତିଯୋଗିତା ଯୁବ ଖେଳାଳିଙ୍କ ପ୍ରତିଭା ପାଇଁ ବଡ଼ ସୁଯୋଗ ବୋଲି ସେ କହିଛନ୍ତି।