ସୋର: ସୋର ସବିରା ମହାନ୍ତି ସାହିରେ ଲୁଟ୍: ପରିବାରକୁ ବାନ୍ଧି ୨ ଘଣ୍ଟା ଧରି ଲୁଟିଲେ ୪ ଦୁର୍ବୃତ୍ତ
Soro, Balasore | Oct 4, 2026 ବାଲେଶ୍ୱର ସୋର ସବିରା ଗାଁରେ ଏକ ଘରେ ପଶି ୪ ଜଣ ଦୁର୍ବୃତ୍ତ ପରିବାର ସଦସ୍ୟଙ୍କୁ ବାନ୍ଧି ଲୁଟ୍ କରିଛନ୍ତି। ଅଳଙ୍କାର ଓ ୫ ହଜାର ଟଙ୍କା ନେଇ ଫେରାର ହୋଇଥିବା ବେଳେ ପୁଲିସ ତଦନ୍ତ ଜାରି ରଖିଛି।