ପଟ୍ଟାଙ୍ଗୀ: 26 ନଂ ଜାତୀୟ ରାଜପଥରେ ଗାତ ଯୋଗୁଁ ଦୁର୍ଘଟଣା, ଯାତାୟାତ ବିପଦପୂର୍ଣ୍ଣ
ପଟାଙ୍ଗି ବ୍ଲକ୍ର ବଡ଼ଚେମା ନିକଟ 26 ନଂ ଜାତୀୟ ରାଜପଥରେ ରାସ୍ତା ଉପରେ ଥିବା ଗାତ ଯୋଗୁଁ ଏକ ଗାଡ଼ି କ୍ଷତିଗ୍ରସ୍ତ ହୋଇଛି। ଚାଳକ ସାମାନ୍ୟ ଆହତ ହୋଇଥିବା ବେଳେ ତୁରନ୍ତ ରାସ୍ତା ମରାମତି କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।