ସାଇବାର ସୁରକ୍ଷା ଅଭିଯାନ ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଲୁଣିବାହାଲ ସ୍କୁଲରେ ସାଇବର ସୁରକ୍ଷା ରଥ କୁ ସ୍କୁଲ ପ୍ରଧାନଶିକ୍ଷକ ତତ୍ବବ୍ୟବଧାନ ରେ ଛାତ୍ର ଛାତ୍ରୀ ମାନେ ସ୍ୱାଗତ କରିଥିଲେ I ଏହା ପରେ ପୁରୁଣାକଟକ ଥାନା କର୍ମଚାରୀ ମାନେ ଛାତ୍ର ଛାତ୍ରୀ ମାନଙ୍କୁ ଏଣ୍ଟରନେଟ ଉପକାରୀତା ଓ ଅପ କାରିତା ଉପରେ ବୁଝେଇଥିଲେ I ଯେପରି କି ସଂନ୍ଦେହ ଜଣକ ଲିଙ୍କ ଉପରେ କ୍ଲିକ ନ କରିବା ଅନଲାଇନ ଗେମ ରୁ ଦୁରେଇ ରହିବା I ୱାଟ୍ସଅପ ରେ ଆସୁଥିବା ଲୋଭଜନକ ଲିଙ୍କ କୁ ଇଗନୋର କରିବା ଭଳି ସବୁ ଉପରେ ବୁଝେଇଥିଲେ I