Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
कांग्रेस
Congress
Modi
Delhi
Viral
Crime
Up
अमित_शाह
Bollywood
Breakingnews
Narendramodi
Madhya_pradesh
Pmmodi
Rahulgandhi
यूपी
Uttarpradesh
Haryana
Cricket
Lucknow
Uttarakhand
Sambalpur
Crimenews

ନବରଙ୍ଗପୁର ପୋଲିସ ଷ୍ଟେସନ: ଚିର୍ମା ଗ୍ରାମରେ ଧାନ ଗଦା ରେ ଲାଗିଲା ନିଆ ଜଳିଗଲା ୪ ଏକର ର ଧାନ ଫସଲ

ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ୍ ଚିର୍ମା ଗ୍ରାମ ର ଭଗତ ମୁରିଆ ଧାନ ଗଦା ରେ କୌଣସି ପ୍ରକାରେ ନିଆଁ ଲାଗି ସମ୍ପୂର୍ଣ୍ଣ ଧାନ ଜଳି ପୋଡ଼ି ପାଉଁଶ ହୋଇଯାଇଛି ।ମିଳିଥିବା ସୁଚନା ଅନୁଯାୟୀ ଭଗତ ମୂରିଆ ନିଜ ଚାରି ଏକର ଜମିରେ ଚାଷ କରିଥିବା ଧାନ ର ପରିମାଣ ଆନୁମାନିକ ୧୨୦ କ୍ଵିଣ୍ଟାଲ ଧାନ ଖଳା ରେ ଆଣି ରଖିଥିଲେ l ରବିବାର ରାତି ଘରେ ସୋଇଥିବା ସମୟରେ ରାତ୍ର ପ୍ରାୟ ୧ ଘଣ୍ଟା ମଧ୍ୟରେ ଏହି ଧାନ ଗଦା ରେ ହଠାତ୍ ନିଆଲଗି ଯାଇଥିଲା ।ଏହା ଦେଖି ଦମକଳ କେନ୍ଦ୍ରକୁ ଫୋନ କରିବାରୁ ନିକଟସ୍ଥ କୋରାପୁଟ ଜିଲ୍ଲାର କୋଟପାଡ଼ ରୁ ଅଗ୍ନିଶମ ବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲେ l