ଆଜି କେନ୍ଦୁଝର ଜିଲ୍ଲାର ଆରାଧ୍ୟା ଦେବତା ଶ୍ରୀ ଶ୍ରୀ ଦଧିବାମନଜୀଉଙ୍କ ସୁନାବେଶ ଅନୁଷ୍ଠିତ ହୋଇଛି।। ସେବାୟତ ମାନେ ବହୁ ଯତ୍ନର ସହ ଜୀଉ ମାନଙ୍କ ସୁନାବେଶ ସମ୍ପନ୍ନ କରିଥଲେ। ସୁନାବେଶ ସମ୍ପନ୍ନ ପରେ ରଥ ଉପରେ ତିନି ଜୀଉ ଭକ୍ତଙ୍କୁ ଦର୍ଶନ ଦେଇଥିଲେ। ଏହି ସୁନାବେଶ ଦର୍ଶନ ପାଇଁ ହଜାର ହଜାର ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହୋଇଛି।