Public App Logo
Jansamasya
News
पुलिस
Bjp
National
Police
Bihar
बिहार
कांग्रेस
मौत
बीजेपी
विधायक
Congress
Modi
Delhi
Viral
Odisha
Rajasthan
अमित_शाह
दिल्ली
Breakingnews
Narendramodi
Madhya_pradesh
Pmmodi
Ipl
Rahulgandhi
Haryana
Uttarpradesh
Cricket
शादी

ମାଲକାନଗିରି: ମାଲକାନଗିରି ମହାବିଦ୍ୟାଳୟରେ ସ୍ବର୍ଗତ ଗଙ୍ଗାଧର ମାଡ଼ି ଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରଯାଇଛି

Malkangiri, Malkangiri | Sep 15, 2025
ମାଲକାନଗିରି ମହାବିଦ୍ୟାଳୟ ରେ ମହାବିଦ୍ୟାଳୟ ର ପ୍ରତିଷ୍ଠାତା ସ୍ବର୍ଗତ ଗଙ୍ଗାଧର ମାଢିଙ୍କ ପ୍ରତିମୂର୍ତ୍ତି ସ୍ଥାପନା କରାଯାଇଛି। ଏହି କାର୍ଯ୍ୟକ୍ରମ ରେ ମାଲକାନଗିରି ବିଧାୟକ ନରସିଂହ ମାଡକାମୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା, ପୌର ପରିଷଦ ର ଚେୟାର ମ୍ୟାନ ଓ ଅନ୍ୟ ମାନେ ଉପସ୍ଥିତ ରହି ମୂର୍ତ୍ତି ର ଉଦଘାଟନ କରିଥିଲେ।

MORE NEWS