ଚାନ୍ଦବାଲି: ଏନଏସିର ୧୦ ନଂ ୱାର୍ଡ଼ରେ ବିଜେଡିର କର୍ମୀ ସମାବେଶ ଓ ମିଶ୍ରଣ ପର୍ବ ଅନୁଷ୍ଠିତ, ଯୋଗ ଦେଲେ ଚାନ୍ଦବାଲି ବିଧାୟକ
Chandabali, Bhadrak | Apr 15, 2024
ସୋମବାର ପୂର୍ବାହ୍ନ ୧୦ଟାରେ ଚାନ୍ଦବାଲି ଏନଏସି ୧୦ ନଂ ୱାର୍ଡ଼ରେ ବିଜେଡିର ଏକ ମିଶ୍ରଣ ପର୍ବ ଓ କର୍ମୀ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏଥିରେ...