ସୁନ୍ଦରଗଡ ସହର: ଦିଲ୍ଲୀ ଲାଲ କିଲ୍ଲା ବିସ୍ଫୋରଣକୁ ନେଇ ସୁନ୍ଦରଗଡ଼ ପୋଲିସର ତନାଘନା ଜାରି, ପାଲ ହୋଟେଲ ଛକ, ଅମସ ରଙ୍ଗା ଛକରେ ପୋଲିସର ନାଇଟ ବ୍ଲକିଂ
ଆଜି ନଭେମ୍ୱର 10 ତାରିଖ ସୋମବାର ରାତି 10 ଟା ରୁ ଚାଲିଛି ଏହି ତନାଘନା । ସୁନ୍ଦରଗଡ଼ ଟାଉନ ଥାନା ପୋଲିସ ଦ୍ବାରା ପାଲ ଛକରେ ଚାଲିଛି ବ୍ଲକିଙ୍ଗ ଓ ଯାଞ୍ଚ , ସନ୍ଦିଗ୍ଧ ଜଣା ପଡ଼ିଲେ ହେଉଛି ସ୍କାନିଂ ଓ ଯାଞ୍ଚ , ସମସ୍ତ ଲଜ ଓ ହୋଟେଲରେ ଚାଲିଛି ତଦନ୍ତ, ସେହିପରି ଏସପିଙ୍କ ନିର୍ଦ୍ଦେଶରେ ଧରୁଆ ଡିହି ପୋଲିସ ରାତି 10:30 ରୁ ଆରମ୍ଭ କରିଛନ୍ତି ଏହି ବ୍ଲକିଙ୍ଗ ଓ ଯାଞ୍ଚ, ଘଟଣା ସ୍ଥଳରେ ସଦର ଏସ ଡି ପି ଓ ପହଞ୍ଚି ତନାଘନା ଜାରି ରଖିଛନ୍ତି।