ପାଟଣାଗଡ: ଖପ୍ରାଖୋଲ ଥାନା ପରିସରରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ
ଖପ୍ରାଖୋଲ ଥାନା ପରିସରରେ ପ୍ରଧାନମନ୍ତ୍ରୀ ଙ୍କ ଜନ୍ମ ଦିନ ରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ବୁଧବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଥିଲା ।ଥାନା ଅଧିକାରୀ ଙ୍କ ନେତୃତ୍ୱରେ ସ୍ଥାନୀୟ କଲେଜର ଛାତ୍ର ଛାତ୍ରୀ ଯୋଗ ଦେଇ ଗୋଟିଏ ଗୋଟିଏ ଗଛ ରୋପଣ କରିଥିଲେ ।