ବଡଚଣା: ବଡ଼ଚଣା ବିଜେପି ପକ୍ଷରୁ ମହାବିନାୟକ ପୀଠରେ ଚିନ୍ତନ କର୍ମଶାଳା ବୈଠକ ଅନୁଷ୍ଠିତ,ବିଧାୟକ ଯୋଗଦେଇ ଯୁବକ ମାନଙ୍କ ବିକାଶକୁ ନେଇ କଲେ ଆଲୋଚନା
ବଡ଼ଚଣା ବିଜେପି ପକ୍ଷରୁ ମହାବିନାୟକ ପୀଠରେ ଚିନ୍ତନ କର୍ମଶାଳା ବୈଠକ ଅନୁଷ୍ଠିତ,ବିଧାୟକ ଯୋଗଦେଇ ଯୁବକ ମାନଙ୍କ ବିକାଶକୁ ନେଇ କଲେ ଆଲୋଚନା l ଆଜି ମହାବିନାୟକ ମଣ୍ଡଳ ସଭାପତିଙ୍କ ନେତୃତ୍ୱରେ ଆୟୋଜିତ ଚିନ୍ତନ କର୍ମଶାଳାରେ ବିଧାୟକ ଅମର କୁମାର ନାୟକ ଅତିଥିଭାବେ ଯୋଗଦେଇ ବିକଶିତ ଓଡିଶା ଓ ବିକଶିତ ଭାରତ ପାଇଁ ବିଜେପି ସରକାର କିଭଳି କାର୍ଯ୍ୟ କରୁଛନ୍ତି ଆଲୋଚନା କରିଥିଲେ l ବିଶେଷ ଭାବରେ ଆଗାମୀ ଦିନରେ ଯୁବକ ମାନଙ୍କ ବିକାଶ ପାଇଁ କିଭଳି ସରକାର କାର୍ଯ୍ୟ କରୁଛନ୍ତି ଆଲୋଚନା କରିଛନ୍ତି l