ପରଜଙ୍ଗ: ବାରିହାପୁର ଗାଁରେ କୋଇଲା ଲୋଡିଙ୍ଗ ବିରୋଧରେ ଚାଲିଥିବା ଆନ୍ଦୋଳନରେ ରବିବାର ୧୧ଟାରେ ବସିଲେ ବିଧାୟକ ବିଭୁତି ପ୍ରଧାନ
ବାରିହାପୁର ଗାଁରେ କୋଇଲା ଲୋଡିଙ୍ଗ ବିରୋଧରେ ଚାଲିଥିବା ଆନ୍ଦୋଳନରେ ରବିବାର ୧୧ଟାରେ ବସିଲେ ବିଧାୟକ ବିଭୁତି ପ୍ରଧାନ ।ଢେଙ୍କାନାଳ ଜିଲା ପରଜଙ୍ଗ ବାରିହାପୁର ଗାଁର ଲୋକମାନେ ରେଲୱେ କୋଇଲା ଲୋଡିଙ୍ଗ ଭାରୀଯାନ ଚଳାଚଳକୁ ବିରୋଧ କରି ଆନ୍ଦୋଳନ କରୁଥିବା ବେଳେ ରବିବାର ପରଜଙ୍ଗ ବିଧାୟକ ବିଭୁତି ପ୍ରଧାନ ବସିଲେ ଆନ୍ଦୋଳନ କାରୀଙ୍କ ସହିତ ।