Public App Logo
Jansamasya
News
���ुलिस
Bjp
National
Bihar
India
Congress
Modi
Delhi
Viral
���ाजस्थान
Jharkhand
Rajasthan
���ध्यप्रदेश
���मित_शाह
���िल्ली
Breakingnews
Narendramodi
Nitishkumar
Madhya_pradesh
Pmmodi
Rahulgandhi
Haryana
Uttarpradesh
���ादी
Crimenews
Aap
Indore
Bareilly

ରାଉରକେଲା ମ୍ୟୁନିସିପାଲଟି: "ଏକତ୍ର" ର ଏକକ ନାଟକ ଆସନ୍ତା ଅଗଷ୍ଟ ୨ ଓ ୩ ତାରିଖରେ ସ୍ଥାନୀୟ ସିଭିସେଣ୍ଟର ଠାରେ ଅନୁଷ୍ଠିତ ହୋଇଯାଇଛି..

Raurkela M, Sundargarh | Jul 31, 2025
ଜୁଲାଇ ୩୧ ତାରିଖ ଅପରାହ୍ନ ୩ଟା ୩୦ରୁ ସନ୍ଧ୍ୟା ପାଞ୍ଚଟା ପର୍ଯ୍ୟନ୍ତ ସେକ୍ଟର -୬ ସ୍ଥିତ ଇସ୍ପାତ ସରୋବର ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କଲେ,କି ରାଉରକେଲାର ୨୬ ଟି ନାଟ୍ୟ ଅନୁଷ୍ଠାନକୁ ନେଇ ଗଠିତ "ଏକତ୍ର " ରାଉରକେଲା ଦ୍ବିବାସୀୟ ନାଟକ ଉତ୍ସବ ଅଗଷ୍ଟ ୨ ଓ ୩ ତାରିଖ ଦିନ ସ୍ଥାନୀୟ ସିଭିକସେଣ୍ଟର ଠାରେ ଅନୁଷ୍ଠିତ ହେଵ, ଏ ନେଇ "ଏକତ୍ର ର ସଭାପତି ରାଜୀବ ପାଣି, ଉପସଭାପତି ଵିଲୋଚନ ପାତ୍ର ଓ ସାଧାରଣ ସମ୍ପାଦକ ବିଜୟ କୁମାର ପାତ୍ର ପ୍ରମୁଖ ସୂଚନା ପ୍ରଦାନ କଲେ