ବିଞ୍ଝାରପୁର: ନୂଆଙ୍ଗା ଗାଁର ହିନ୍ଦୁ ଝିଅକୁ ଉଦ୍ଧାର ନିମନ୍ତେ ରାଷ୍ଟ୍ରୀୟ ବଜରଙ୍ଗ ଦଳ ସଦସ୍ୟ ମୃତୁଞ୍ଜୟ ପଟ୍ଟନାୟକ ଏସଡିପିଓଙ୍କ କାର୍ଯ୍ୟାଳୟରେ ଦାବି
ନୂଆଙ୍ଗା ଗାଁର ହିନ୍ଦୁ ଝିଅକୁ ଉଦ୍ଧାର ନିମନ୍ତେ ରାଷ୍ଟ୍ରୀୟ ବଜରଙ୍ଗ ଦଳ ସଦସ୍ୟ ମୃତୁଞ୍ଜୟ ପଟ୍ଟନାୟକ ଏସଡିପିଓଙ୍କ କାର୍ଯ୍ୟାଳୟରେ ଦାବି l ଚଳିତ ମାସ 14ତାରିଖ ଦିନ ବିଂଝାରପୁର ନିର୍ବାଚନମଣ୍ଡଳୀ ଅଲକୁଣ୍ଡ ଥାନା ଅନ୍ତର୍ଗତ ନୂଆଙ୍ଗା ଗ୍ରାମର ଯୟିନିକ ହିନ୍ଦୁ ଝିଅକୁ ସେହି ଗ୍ରାମର ସଂଖ୍ୟାଲଘୁ ସମ୍ପ୍ରଦାୟାର ଯୁବକ ଲଭ ଯେହାଦି କରି ନେଇଯାଇଛି |ଅଳକୁଣ୍ଡ ଥାନାରେ ଅଭିଯୋଗ କରିଥିଲେବି ଏପର୍ଯ୍ୟନ୍ତ ଝିଅ ଉଦ୍ଧାର ହେଇପାରିନାହିଁ |ଝିଅକୁ ଉଦ୍ଧାର ପାଇଁ ଯାଜପୁର ରାଷ୍ଟ୍ରୀୟ ବଜରଙ୍ଗ ଦଳ ପକ୍ଷରୁ ଯାଜପୁର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ଲିଖିତ ଦାବି କରାଯାଇଛି |