ଆସିକା: ଦୁଇ ଜୁଆ ଆଡା ଉପରେ କୋଟିନଡ଼ା ପୋଲିସ ର ଚଢ଼ାଉ,ନଗଦ ଟଙ୍କା ସହ 9 ଜଣ ଙ୍କୁ ଗିରଫ କଲା ପୋଲିସ
Asika, Ganjam | Oct 7, 2025 ଗଞ୍ଜାମ ଜିଲ୍ଲା କୋଟିନଡ଼ା ପୋଲିସ ଦୁଇ ଜୁଆ ଆଡା ଉପରେ ଚଢ଼ାଉ କରି ମିଳିଛି ବଡ଼ ସଫଳତା l ଚଢ଼ାଉ ସମୟରେ ଦୁଇ ଜୁଆ ଆଡାରୁ 9 ଯୁଆଡ଼ି ଙ୍କ ସମେତ ନଗଦ 49 ହଜାର ଟଙ୍କା ସହ ତାସ ଜବତ କରିଛି ପୋଲିସ l ଘଟଣା ରେ ପୋଲିସ ଥାନା ରେ ଏକ ମାମଲା ରୁଜୁକରି ଗିରଫ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି l ତେବେ କେହୁଁ କେହୁଁ ଯୁଆ ଆଡା ଉପରେ ଚଢ଼ାଉକରୀ ପୋଲିସ କୁ ଏହି ସଫଳତା ମିଳିଛି ତାହା ର ସ୍ପଷ୍ଟି କରଣ ମିଳିପାରିନାହିଁ l