Public App Logo
Jansamasya
News
Bjp
National
Police
Bihar
कांग्रेस
मौत
विधायक
Congress
Modi
Delhi
Viral
Odisha
Rajasthan
अमित_शाह
दिल्ली
Breakingnews
Narendramodi
Madhya_pradesh
Pmmodi
Ipl
Rahulgandhi
Haryana
Uttarpradesh
Cricket
शादी
Crimenews
Kolkata
Aap

ଝରିଗାଁ: କୁସୁମୀ ଗ୍ରାମରେ ପାଣି ପାଇଁ ରାସ୍ତାରୋକ, ପ୍ରଶାସନର ହସ୍ତକ୍ଷେପ ପରେ ରାସ୍ତାରୁ ଉଠିଲେ ଗ୍ରାମବାସୀ

Jharigan, Nabarangpur | Dec 17, 2025
ଦୀର୍ଘ 6ମାସ ଧରି ପାଣି ସମସ୍ୟା ଭୋଗିବା ପରେ ଆଜି ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଏକତ୍ରିତ ହୋଇ ରାସ୍ତାରେ ହାଣ୍ଡି ମାଠିଆ ରଖି ରାସ୍ତାରୋକ କରିଥିଲେ |ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଗୁରୁସିଙ୍ଗା ପଂଚାୟତ ଅନ୍ତର୍ଗତ କୁସୁମୀ ଗ୍ରାମରେ |ସୂଚନା ପ୍ରକାରେ ଝରିଗାଁ -ଉମରକୋଟ ମୁଖ୍ୟ ରାସ୍ତାର ପ୍ରଶସ୍ତିକରଣ ସାଙ୍ଗକୁ ରାସ୍ତା ମରାମତି କାର୍ଯ୍ୟ ଚାଲୁ ରହିଛି |କାମ ଆରମ୍ଭ ହେବା ପରେ ଠିକାଦାର ରାସ୍ତା ପାର୍ଶ୍ଵରେ ପୋତାଯାଇଥିବା ବସୁଧା ପାଇପ ଗୁଡିକୁ ଜେସିବି ସାହାଯ୍ୟରେ କାଢି ଦେଇଛନ୍ତି l