ବଡ଼ସାହି ଥାନା ଇଲାକାର ଜନୈକା ୨୦ବର୍ଷୀୟା ଯୁବତୀ ସାଇକେଲ ଯୋଗେ ଗାଁ ଛକକୁ ମୁଢି ଆଣିବାକୁ ଯାଇଥିବା ବେଳେ ରାସ୍ତାରେ ଜନୈକ ଯୁବକ ଚଳନ୍ତା ସାଇକେଲରୁ ଟାଣି ତଳେ ପକାଇଦେଇ ଥିବାବେଳେ ଯୁବତୀ ଜଣକ ଉଠିବା କ୍ଷଣି ଅଭିଯୁକ୍ତ ଯୁବକ ଜଣକ କୁଣ୍ଢାଇଧରି ଅଶ୍ଳୀଳ ଆଚରଣ କରିବା ପୂର୍ବକ ଘଟଣା ବାବଦରେ କାହା ଆଗରେ ପ୍ରକାଶକଲେ ଦୁଷ୍କର୍ମପରେ ହତ୍ୟା କରିବାର ଧମକ ଦେଇଥିବା ଅଭିଯୋଗରେ ମଙ୍ଗଳବାର ରାତି ଦଶଟାରେ ମାମଲା ରୁଜୁକଲା ବଡ଼ସାହି ପୁଲିସ l