ପାଟଣାଗଡ: ପାଟଣାଗଡ଼ ଏନ ଏ ସି ରେ ବିଜେଡି ର ଜନସମ୍ପକ ପଦଯାତ୍ରା ଅନୁଷ୍ଠିତ
ସ୍ଥାନୀୟ ବିଜେଡି ପକ୍ଷରୁ ବୁଧବାର ଅପରାହ୍ନ ୩ଟା ସମୟରେ ଏନ ଏ ସି ର ୱାର୍ଡନମ୍ୱର ୪ଏବଂ୫ ରେ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇ ଯାଇଛି ।ଏଥିରେ ଏନ ଏ ସି ଅଧ୍ୟକ୍ଷା ଶ୍ରୀମତୀ ମାନସୀ ବିଶ୍ବାଳଙ୍କ ସମେତ ଦଳୀୟ କର୍ମୀମାନେ ଯୋଗ ଦେଇଥିଲେ ।ଏଥିସହ ରେଙ୍ଗାଲୀ ଡାଙ୍ଗବାହାଳ ଗ୍ରାମରେ ମଧ୍ୟ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା ।