ବୈଶିଙ୍ଗା ଥାନା ଅଧୀନ ଖୁଣ୍ଟାପୁର ଉପକଣ୍ଠ ପଣଶିଆ ଏବଂ ପାଇକଯୁଗୁପୁରା ଗ୍ରାମରେ ସୋମବାର ପୃଥକ ଭାବେ ଚଢ଼ାଉ କରି ସାଢେସାତ ଲିଟରରୁ ଉର୍ଦ୍ଧ୍ୱ ବିଅର ଏବଂ ମୋଟର ସାଇକେଲ ଜବତ ସମେତ ଚୋରା ଦେଶିମଦ ଜବତ ମାମଲାରେ ଜଡିତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି ସ୍ୱାସ୍ଥ୍ୟପରୀକ୍ଷା ପରେ ସୋମବାର ଅପରାହ୍ନ ଚାରିଟାରେ ବେତନଟୀ ଜେଏମ ଏଫସି କୋର୍ଟକୁ ଚାଲାଣ କଲା ବେତନଟୀ ଅବକାରୀ ବିଭାଗ l