ମୋରଡା ନିର୍ବାଚନମଣ୍ଡଳୀ ରାସଗୋବିନ୍ଦପୁର ଥାନା ଅଧୀନ ବଡାମଶୋଳ କାଜୁ ଜଙ୍ଗଲରୁ ଶନିବାର ଅପରାହ୍ନରୁ ନିଖୋଜ ହୋଇଯାଇଥିବା ଜନୈକା ନାବାଳିକା ଛାତ୍ରୀଙ୍କ ମୃତଦେହ ଜବତ କରି ଶଵ ବ୍ୟବଚ୍ଛେଦ ପରେ ରବିବାର ଅପରାହ୍ନ ଚାରିଟାରେ ମୃତଦେହ ପରିବାରଲୋକଙ୍କୁ ହସ୍ତାନ୍ତର କରିଛି ପୁଲିସ l ମୃତା ନାବାଳିକା ଛାତ୍ରୀ ଜଣକ ହେଉଛନ୍ତି ବୈଶିଙ୍ଗା ଥାନା ବାଲିଆପିଟା ଦୁର୍ଗାପୁର ଗ୍ରାମର ୧୬ବର୍ଷୀୟା ଲକ୍ଷ୍ମୀ ବାସ୍କେ l