ପାରଳାଖେମୁଣ୍ଡି: ବି ସୀତାପୁର ଗ୍ରାମରେ ଆକାଂକ୍ଷା ମହିଳା ସଙ୍ଗଠନ ପକ୍ଷରୁ ବିଶ୍ଵ ପରିବେଶ ଦିବସ ପାଳିତ
ବି ସୀତାପୁର ଗ୍ରାମରେ ଆକାଂକ୍ଷା ମହିଳା ସଙ୍ଗଠନ ପକ୍ଷରୁ ବିଶ୍ଵ ପରିବେଶ ଦିବସ ପାଳିତ । ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ବି ସୀତାପୁର ଗ୍ରାମରେ ଆକାଂକ୍ଷା ମହିଳା ସଙ୍ଗଠନ ପକ୍ଷରୁ ଆଜି ଏଗାରଟା ବେଳେ ବିଶ୍ଵ ପରିବେଶ ଦିବସ ପାଳିତ ହୋଇ ଯାଇଛି। ମୁଖ୍ୟ ଅତିଥି ଭାବେ ମନୋରଞ୍ଜନ ପଣ୍ଡା, ସମ୍ମାନୀତ ଅତିଥି ଭାବେ କେ ପଦ୍ମାବତୀ ଯୋଗ ଦେଇ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ବୃକ୍ଷ ରୋପଣ,ଗୁଆ ବିହନ ରୋପଣ, ଗ୍ରାମ ସଫେଇ କାର୍ଯ୍ୟକ୍ରମ କରାଯିବା ସହିତ ବୃକ୍ଷ ବଞ୍ଚିଲେ ଆମେ ସଭିଏଁ ବଞ୍ଚିବା ଏବଂ ସମସ୍ତେ ମିଶି କିଭଳି ଜଙ୍ଗଲ ସୃଷ୍ଟି କରିବା ସେଥି ପାଇଁ ସଚେତନ ରାଲ