Public App Logo
Jansamasya
National
���ीएसटी
Happydiwali
Nextgengst
Cybersecurityawareness
Pmmsy
Diwali2025
Fidfimpact
Matsyasampadasesamriddhi
Railinfra4andhrapradesh
Responsiblerailyatri
Andhrapradesh
���हात्मा_गांधी
���ांधी_जयंती
Gandhijayanti
Digitalindia
Fisheries
Nfdp
Swasthnarisashaktparivar
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat
Beatncds

ସୁନ୍ଦରଗଡ ସହର: ଖାଦ୍ୟ ସୁରକ୍ଷା ଓ ତମାଖୁ ଏନଫୋର୍ସମେଣ୍ଟ ଟିମ ପକ୍ଷରୁ ତଲସରା ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢ଼ାଉ

ଖାଦ୍ଯ ସୁରକ୍ଷା ଓ ତମାଖୁ ଏନଫୋର୍ସମେଣ୍ଟ ଟିମର ଚଢ଼ଉ ଆଜି ତଳସରା ଥାନା ଶାଗବାହାଲ, ବନଡେଗା, ଲୁଲୁକିଡିହି, ବାଲିଶଙ୍କରାରେ ଖାଦ୍ଯ ସୁରକ୍ଷା ଓ ସିଗାରେଟ ଅନ୍ଯାନ୍ଯ ତମାଖୁ ରୋକ ଏନଫୋର୍ସମେଣ୍ଟ ଟିମ ୧୮ଟି ପାନ ଦୋକାନ, ହୋଟେଲ, ଢାବା, ବିତରକ ଓ ପାଇକାରୀ ଦୋକାନରେ ଚଢ଼ଉ କରିଥିଲେ। ୧୨୬୦୦ ଟଙ୍କା ଜରିମାନା ଆଦାୟ କରାଯିବା ସହ ୧୫ କେଜି ଖାଦ୍ଯ ସାମଗ୍ରୀ ନଷ୍ଟ କରାଯାଇଛି। ଏହା ସହ ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ସାଧାରଣ ସ୍ଥାନରେ ବିକ୍ରି କରୁଥିବା ଅନେକ ଦୋକାନରୁ ୫ କେଜି ସିଗାରେଟ, ଜର୍ଦାପତି ଓ ଅନ୍ଯ ତମାଖୁ ନିଶାଦ୍ରବ୍ଯ ଜବତ କରାଯାଇଛି।

MORE NEWS