ସୁନ୍ଦରଗଡ ସହର: ସୁନ୍ଦରଗଡ ସରକାରୀ ମେଡ଼ିକାଲ କଲେଜ ଓ ହସପିଟାଲ ରେ ଡକ୍ଟର ଙ୍କ ମାଡ଼ ନେଇ ପ୍ରତିକ୍ରିୟା ପ୍ରକାଶ କଲେ ସଦର ଏସ ଡି ପି ଓ
ସୁନ୍ଦରଗଡ ଗୁରୁବାର ଦିନ ୧୧ ଟା ସମୟରେ ସରକାରୀ ମେଡ଼ିକାଲ କଲେଜ ଓ ହସପିଟାଲ ରେ ଡକ୍ଟର ଙ୍କ ମାଡ଼ ନେଇ ପ୍ରତିକ୍ରିୟା ପ୍ରକାଶ କଲେ ସଦର ଏସ ଡି ପି ଓ ଶ୍ରୀ ନିର୍ମଳ ମହାପାତ୍ର