ଆଜି ନଭେମ୍ୱର 13 ତାରିଖ ଗୁରୁବାର ସନ୍ଧ୍ୟା 6:30 ସମୟରେ ଅଭିଯୁକ୍ତ ନିଶା ସିକ୍ତ ଅବସ୍ଥାର ସ୍କୁଟି ଚାଳନା କରି ଆସୁଥିବା ବେଳେ ଧରୁଆ ଡିହି ପୋଲିସ ହତାରେ ଧରା ପଡ଼ିଛି। ଗିରଫ ଅଭିଯୁକ୍ତ ହେଲା - ସଞ୍ଜୟ ସନ୍ୟାସୀ ଓ ତା ଘର ସମ୍ବଲପୁର ଜିଲ୍ଲା ଗୋବିନ୍ଦ ପୁର ଥାନା ଗୋବିନ୍ଦ ପୁର। ଧରୁଆ ଡିହି ପୋଲିସ ଅଭିଯୁକ୍ତ ନିକଟରୁ OD -15AB -9216 ନମ୍ବର ବିଶିଷ୍ଟ TVS Jupiter ସ୍କୁଟି ଜବତ କରିଛନ୍ତି।