ପାଟଣାଗଡ଼ ଥାନା ଅନ୍ତର୍ଗତ ଦେଭୂଇଁ ଅଞ୍ଚଳରେ ବେଆଇନ ରନ୍ଧା ମଦ କାରବାର ହେଉଥିବାର ଖବର ପାଇ ସ୍ଥାନୀୟ ଅବକାରୀ ବିଭାଗ ପହଞ୍ଚି ଗାଡ଼ି ଯାଞ୍ଚ କରିଥିଲେ ଯାଞ୍ଚ ସମୟରେ ଗ୍ରାମର ଭକ୍ତ ସାହୁଙ୍କ ବାଇକରୁ ୪୦ଲିଟର ରନ୍ଧା ମଦ ଜବତ ହୋଇ ଥିଲା ।ଅଭିଯୁକ୍ତ ଭକ୍ତ କୁ ଗିରଫ କରି ମଙ୍ଗଳବାର ଅପରାହ୍ନ ରେ କୋର୍ଟ ଚାଲାଣ କରାଯାଇଛି ।